Odisha · Act 2 of 1956

THE ODISHA BETTERMENT CHARGES ACT, 1955

Read in your languageअपनी भाषा में पढ़ें · Official source versions

Only available official source versions are shown. Language labels come from source metadata or filenames.

Odia script
Find in this text

Odia script — official source version

ଓଡିଶା_ଉନ୍ନତିମୂଳକ_ଦେୟ_ଅଧିନିୟମ_1955.pdf.txt

1956ର ଓଡଶିା ଅଧିନୟିମ ସଂଖ୍ୟା-2 

ଓଡଶିା ଉନ୍ନତମୂିଳକ ଦେୟ ଅଧିନୟିମ, 1955 

ବଷିୟ ସୂଚୀ 
ପ୍ରସ୍ତାବନା  
ଧାରା 

1. ସଂକି୍ଷପ୍ତ ଶୀଷଷକ, ବସି୍ତାର ଓ ପ୍ରାରମ୍ଭ । 

2. ସଂଜ୍ଞା । 
3. ବସାଣଯ ାଗ୍ୟ ଉନ୍ନତମିୂଳକ ଯେୟ । 

4. ଯସଚତି ଯକ୍ଷତ୍ର ଓ ଉନ୍ନତମିୂଳକ ଯେୟ ଅଧୀନଯର ଥିବା ଯସଚନ ଯକ୍ଷତ୍ରର ଅନୁସୂଚୀ  । 
5. ଯ ାଜନାର ପ୍ରକାଶନ ଏବଂ ମାଲିକ ଓ ସ୍ୱାର୍ଷଜଡତି ବୟକି୍ତଙୁ୍କ ସୂଚନା । 
6. ତେନ୍ତ ଓ ନୟାୟ ନରି୍ଣ୍ଷୟ । 

7. ଉନ୍ନତମିୂଳକ ଯେୟର କସିି୍ତ ଭୂ-ରାଜସ୍ୱ ପଯର ଉନ୍ନତମିୂଳକ ଯେୟ ପ୍ରଯେୟ ଯେବ । 
8. ନୂତନ ଭାଯବ ପୁନରୁଦ୍ଧାର ଯୋଇଥିବା ଜମି ଉପଯର ଉନ୍ନତମିୂଳକ ଯେୟ । 
9. ମାପିଂ ଓ ନଲିମବନ 

10. ଅନୟ ଯକୌଣସ ିଯେୟ ପ୍ରଭାବତି ଯେବ ନାେିଁ । 
11. ଉନ୍ନତମିୂଳକ ଯେୟ ଯେବାକୁ ୋୟୀ ବୟକି୍ତ । 
12. ୋୟିତ୍ୱ େସ୍ତାନ୍ତର ପାଇ ଁଆଯବେନ । 
13. ବଯକୟା ଉନ୍ନତମିୂଳକ ଯେୟ ଆୋୟ ପାଇଁ ଜମ ିବକିି୍ର ବଯିରାଧଯର ସୁରକ୍ଷା । 
14. ଅପିଲ । 
15. ରାଜସ୍ୱ ପଷଷେ ଦ୍ୱାରା ସଂଯଶାଧନ । 
16. ଆଯେଶର ଚୂଡାନ୍ତତା । 
17. ଯେଓବାନୀ ନୟାୟାଳୟର ଅଧିକାରଣି ଉପଯର ପ୍ରତବିନ୍ଧକ । 
18. ୋନରି କ୍ଷତପୂିର୍ତ୍ତ ି। 
19. ଆଇନଗ୍ତ କା ଷୟାନୁଷ୍ଠାନରୁ କ୍ଷତପୂିର୍ତ୍ତ ି। 
20. ରାଜସ୍ୱ ଓ କାନାଲ ଅଧିକାରୀଙ୍କ ଯଲାକଙୁ୍କ ୋଜର ଯେବା ପାଇଁ ସମନ କରବିା କ୍ଷମତା । 
21. ନୟିମାବଳୀ ପ୍ରଣୟନ କରବିା ଯକ୍ଷମତା । 
22. ଅସୁବଧିା େୂରକିରଣ କ୍ଷମତା । 



ଓଡଶିା ଅଧିନୟିମ 1956ର ସଂଖ୍ୟା-2 

ଓଡଶିା ଉନ୍ନତମୂିଳକ ଦେୟ ଅଧିନୟିମ, 1955 
 

(1956 ଯେବୃଆରୀ 15ଯର ରାଜୟପାଳଙ୍କ ଦ୍ୱାରା ସମ୍ମତ ିପ୍ରାପ୍ତ । ଓଡଶିା ଯଗ୍ଯଜଟର ଏକ 
ଅସାଧାରଣ ସଂସ୍କରଣଯର 1956 ଯେବୃଆରୀ 24ଯର ପ୍ରର୍ଯମ ପ୍ରକାଶତି) 

ଓଡଶିା ରାଜୟର ଯକଯତକ ଜମି ଉପଯର ଉନ୍ନତମିୂଳକ ଯେୟ ଆୋୟ କରବିା ପାଇଁ ବୟବସ୍ଥା କରବିା 
ନମିଯନ୍ତ ଏକ ଅଧିନୟିମ ।  

ଯ ଯେତୁ ପ୍ରସ୍ତାବତି େୀରାକୁେ ନେୀବନ୍ଧ ପ୍ରକଳ୍ପ ଯ ାଗୁଁ୍ ଯକଯନଲ ଦ୍ୱାରା ଉପକୃତ ଯେବାକୁ 
ଥିବା ଜମି ଉପଯର ଏକ ଉନ୍ନତମିୂଳକ ଯେୟ ଲାଗୁ୍ କବଷା ସମୀଚୀନ ଅଯଟ ; 
ଭାରତ ଗ୍ଣରାଜୟର ଷଷ୍ଠ ବଷଷଯର ଓଡଶିା ରାଜୟର ବଧିାନ ମଣ୍ଡଳ ଦ୍ୱାରା ନମିନମଯତ ଅଧିନୟିମିତ 
ଯେଲା :- 
 

1. (1) ଏେ ିଅଧିନୟିମଟ ିଓଡଶିା ଉନ୍ନତମିୂଳକ ଯେୟ ଅଧିନୟିମ, 1955 ନାମଯର ଅଭିେତି ଯେବ। 

(2) ଏୋ ସମବଲପୁର, ବଲାଙ୍ଗୀର, ପୁରୀ ଓ କଟକ ଜଲି୍ଲାଯର ବସି୍ତାରତି । 

(3) ଏୋ ତତକ୍ଷଣାତ ଲାଗୁ୍ ଯେବ । 

2. ପ୍ରସଙ୍ଗ ଅନୟର୍ା ଆବଶୟକ କରୁନଥିଯଲ ଏେ ିଅଧିନୟିମଯର,- 
(କ)“ଉନ୍ନତମିୂଳକ ଯେୟ” ଅର୍ଷ େୀରାକୁେ ନେୀବନ୍ଧ ପ୍ରକଳ୍ପର ଜଳଯସଚନ ଯ ାଜନା ଅଧୀନଯର 

ଆସୁଥିବା ଯସଚତି ଜମି ଉପଯର ଧାରା 3 ଅନୁ ାୟୀ ଧା ଷୟ କରା ାଉଥିବା ଯେୟ; 

(ଖ୍)“ଯକନାଲ ଅଧିକାରୀ” ଅର୍ଷଏେ ିଅଧିନୟିମ ଉଯେଶୟଯର ଯକନାଲ ଅଧିକାରୀ ରୂଯପ ରାଜୟ 
ସରକାରଙ୍କ ଦ୍ୱାରା ନ ୁିକ୍ତ ନବିଷାେୀ  ନ୍ତ୍ରୀ ପାେୟାର ଜଯଣ ଅଧିକାରୀ ; 

(ଗ୍)“ଉନ୍ନତମିୂଳକ ଯେୟ ସଂଗ୍ରାେକ” ଅର୍ଷ ଏେ ିଅଧିନୟିମ ବୟବସ୍ଥା ଅନୁ ାୟୀ ରାଜୟ ସରକାରଙ୍କ 
ଦ୍ୱାରା ନ ୁିକ୍ତ ଜଲି୍ଲାପାଳ ପାେୟାରୁ କମ ଯୋଇନଥିବା ଜଯଣ ଅଧକାରୀ ; 

(ଘ) “େୀରାକୁେ ବନ୍ଧ ଜଳଯସଚନ ପ୍ରକଳ୍ପ ଯ ାଜନା”, ଏୋପଯର ‘ଯ ାଜନା’ ନାମଯର ଉଲି୍ଲଖିତ –
ଅର୍ଷ େୀରାକୁେ ଡୟାମ ପ୍ରକଳ୍ପ ଅଧୀନଯର ସମସ୍ତ ଯକନାଲ, ଶାଖ୍ା ଯକନାଲ, ଶାଖ୍ା ନେୀ, 
ଯ ାଟ ନେୀ, ନେୀ-ଧାର, ବନ୍ଧ, ଢାଞ୍ଚା, ଉଠା ଜଳଯସଚନ ବୟବସ୍ଥା ଓ ଅନୟ ସମସ୍ତ ଏଭଳ ି
ଆନୁଷଙି୍ଗକ ବୟବସ୍ଥା  ାୋ ଜମିକୁ ଜଳଯସଚନ କରବିା ପାଇଁ ତଆିର ି କରା ାଇ  ି ଏବଂ 
ଏଥିଯର କଟକ ଜଲି୍ଲାଯର ରେଥିିବା ଯକନାଲ ବୟବସ୍ଥାର ଉନ୍ନତ ିଓ ସଂପ୍ରସାରଣ ଅନ୍ତଭଷୁ କ୍ତ; 

ସଂକି୍ଷପ୍ତ ଶୀଷଷକ 
ଏବଂ ପ୍ରାରମ୍ଭ ।  
       

ସଂଜ୍ଞା । 
       



(ଙ)“ଜମ”ି ଅର୍ଷ ଯ ଉଁ ଜମି କୃଷି ପାଇଁ ଉପ ୁକ୍ତ କମିବା ଯ ାଜନା ଯଶଷଯର ଚାଷ ଉଯେଶୟଯର 
ବୟବୋର ଯୋଇପାରବି; 

(ଚ)“ଯସଚତି ଯକ୍ଷତ୍ର ଅଧୀନସ୍ଥ ଜମି” ଅର୍ଷ ଏେ ିଯ ାଜନା ଅନୁ ାୟୀ ଜଳଯସଚତି ବା ଜଳଯସଚତି 
ଯେବା ପାଇଁ ସାମର୍ଷୟ ଥିବା ଯସପର ିଜମି; 

( ) “ବେିତି” ଅର୍ଷ ଏେ ିଅଧିନୟିମ ଅଧୀନଯର ପ୍ରଣୀତ ନୟିମାବଳୀ ଦ୍ୱାରା ବେିତି; 

(ଜ)“ରାଜସ୍ୱ ଅଧିକାରୀ” ଅର୍ଷ ଏେ ି ଅଧିନୟିମ ଉଯେଶୟଯର ରାଜସ୍ୱ ଅଧିକାରୀ ରୂଯପ ନ ୁିକ୍ତ 
ରାଜୟ ପ୍ରଶାସନକି ଯସବାର ଜଯଣ ଅଧିକାରୀ; 

(ଝ) “ସମବଲପୁର ଯଜାନ” ଏବଂ “ଯଡଲଟା ଯଜାନ୍” ଅର୍ଷ  ର୍ାକ୍ରଯମ ସମବଲପୁର ଓ ବଲାଙି୍ଗର ଜଲି୍ଲା 
ଅନ୍ତଗ୍ଷତ ଅଞ୍ଚଳ ଏବଂ କଟକ ଓ ପୁରୀ ଜଲି୍ଲା ଅନ୍ତଗ୍ଷତ ଅଞ୍ଚଳ; 

(ଞ) ଯକୌଣସ ି ଜମ ି ସମବନ୍ଧଯର “ଜମି ମାଲିକ”, “ରୟତ”, “େଖ୍ଲକାରୀ ରୟତ”ଏବଂ 
“ଯସବାକାରୀ ରୟତ” ଶଦ୍ଧର ଅର୍ଷ ଉକ୍ତ ଜମ ି ଯ ଉଁ ଅଞ୍ଚଳଯର ଅବସ୍ଥିତ ଏେ ି ଅଧିନୟିମ 
ପ୍ରାରମ୍ଭ ଯେବା ପୂବଷରୁ ଯସଠାଯର ପ୍ରଚଳତି ଆଇନଯର ଯ ଉଁ ଅର୍ଷ ରେ ି ିତାୋ ଯେବ; 

ସ୍ପଷ୍ଟୀକରଣ- ଏେ ି ଅଧିନୟିମର ଉଯେଶୟଯର, ଯକୌଣସ ି ଭାରତୀୟ ରାଜୟର ଶାସକ କମିବା 
ତାଙ୍କର ସମ୍ପକଷୀୟଙୁ୍କ ଜମିର ସ୍ୱତ୍ୱ େୃଷି୍ଟରୁ େଖ୍ଲକାରୀ ରୟତ ଭାଯବ ବଯିବଚନା କରା ିବ 
 ାୋକ ିଯସ ନଯିଜ କମିବା ତାଙ୍କର ସମ୍ପକଷୀୟ କମିବା ତାଙ୍କଠାରୁ ଅସ୍ଥାୟୀ ଲିଜଧାରୀଙ୍କ େଖ୍ଲଯର 
ଥିବ ଏବଂ “ଏକ ଭାରତୀୟ ରାଜୟର ଶାସନ” ର ଅର୍ଷ ସମିବଧାନଯର ତାୋର ଯ ଉଁ ଅର୍ଷ ଅ ,ି 
ତାୋ ଯେବ । 

(ଟ) କଟକ, ପୁରୀ, ସମବଲପୁର ଓ ବଲାଙ୍ଗୀର ଜଲି୍ଲା ସମ୍ପକଷଯର  ାୋ ସୂଚୀତ କରା ାଇ  ିତାୋ 
ଏେ ି ଅଧିନୟିମ ପ୍ରାରମ୍ଭ ଯେବା ପୂବଷରୁ ଉକ୍ତ ନାମ ଦ୍ୱାରା ଜ୍ଞାତ ଯକ୍ଷତ୍ରଗୁ୍ଡକି ପ୍ରତ ି ସୂଚନା 
ଯବାଲି ପଢା ିବ ଓ ଅର୍ଷ କରା ିବ । 

3.(1) ରାଜୟ ସରକାର ଏେ ି ଅଧିନୟିମର ବୟବସ୍ଥା ଅନୁ ାୟୀ ଯସଚତି ଅଞ୍ଚଳଯର ଥିବା ସମସ୍ତ 
ଜମି ଉପଯର ଏକ ଉନ୍ନତମିଳୂକ ଯେୟ ଧା ଷୟ କରବିା ପାଇଁ େକୋର ଯେଯବ । 

    ଯସଚତି ଯକ୍ଷତ୍ର ଅଞ୍ଚଳଯର ଥିବା ଜମିଗୁ୍ଡକୁି ସରକାର ଉପ ୁକ୍ତ ବଗ୍ଷଯର ବଭିାଜତି କରଯିବ 
ଓ ପ୍ରଯତୟକ ବଗ୍ଷର ଜମି ଯମାଟ ଉତ୍ପାେନ ଆଧାରଯର ବାଷିକ ବୃଦ୍ଧ ିଆକଳନ କରଯିବ : 

ବସାଣଯ ାଗ୍ୟ 
ଉନ୍ନତମିୂଳକ 
ଯେୟ ।       



ପରନୁ୍ତ ବଯଦାବସ୍ତଯର ଗ୍ରେଣ କରା ାଇଥିବା ବଗ୍ଷୀକରଣ ନୀତ ି ଅନୁସାଯର ଯ ଉଁ ସବୁ 
ଜମି ସମାନ ବଗ୍ଷର ଯୋଇଥିବ ଏବଂ ଯସଗୁ୍ଡକିର ଯସଚନ ସୁବଧିା ଅନୁସାଯର ଯ ାଜନାରୁ ସମାନ 
ପରମିାଣର ସୁବଧିା ପାଇବା ଅବସ୍ଥିତଯିର ଥିବ, ଯସଗୁ୍ଡକୁି ସମାନ ବଗ୍ଷଯର ରଖ୍ା ିବ  : 

ଅଧିକନୁ୍ତ ଯଗ୍ାଟଏି ବଲକଯର ଜଳଯସଚନ ଯେବା ପୂବଷରୁ ତନିଟି ି କୃଷି ବଷଷର ୋରାୋର ି
ଅମଳ ମଲୂୟକୁ ବଚିାରକୁ ଯନଇ ଆକଳନ କରା ିବ । 

(2) ପ୍ରତ ି ବଗ୍ଷର ଜମିର ପୁଞି୍ଜ ମଲୂୟର ବୃଦ୍ଧ,ି ଉପଧାର-1 ଅନୁ ାୟୀ ଆକଳନ କରା ାଇଥିବା 
ଯମାଟ ଉତ୍ପାେନର ବାଷକି ବୃଦ୍ଧରି 10ଗୁ୍ଣ ଯବାଲି ବଯିବଚନା କରା ିବ; ଏବଂ ଯସପର ିବଗ୍ଷର 
ଜମି ସଂକ୍ରନ୍ତଯର ପ୍ରଯେୟ ଉନ୍ନତମିୂଳକ ଯେୟ, ପୁଞି୍ଜ ମଲୂୟଯର ଉକ୍ତ ବୃଦ୍ଧ ିଓ ଜମିଗୁ୍ଡକୁି ଉପ ୁକ୍ତ 
ଜଳଯସଚନ ଯ ାଗ୍ୟ କରବିା  ପାଇଁ ଆକଳତି ମୂଲୟ ଭିତଯର ଯ ଉଁ ପାର୍ଷକୟ ଆସବି ତାର ଅଧା 
ଯେବ : 

ପରନୁ୍ତ ଯ ଉଁ ଚାଷ ଜମି ପ୍ରର୍ମରୁ ଶୁଖିଲା ଚାଷ ଅଧିନଯର ରେୁଥିଲା ଓ ଯ ାଜନାରୁ ଅଧିକ 
ଲାଭ ପାଇବା ପାଇଁ ଓୋ ଚାଷ ଅଧିନକୁ ଅଣାଗ୍ଲା, ଯସେ ି ଜମିଗୁ୍ଡକିଯର ପୁଞି୍ଜ ମୂଲୟ େସିାବ 
କରବିା ଉଯେଶୟଯର ଓୋ ଚାଷ ଓ ଶୁଖିଲା ଚାଷ ଭିତଯର ଆସୁଥିବା ଖ୍ର୍ଚ୍ଷର ପାର୍ଷକୟକୁ ବେିତି 
ରୀତଯିର େସିାବ କରା ାଇ ଚାଷଯର ଯେଉଥିବା ଉତ୍ପାେନ ବୃଦ୍ଧରୁି କଟା ାଇ େସିାବ କରା ିବ । 

ସ୍ପଷଚୀକରଣ- ଏେ ି ଅଧିନୟିମର ଉଯେଶୟଯର ଓୋ ଚାଷର ଖ୍ର୍ଚ୍ଷଯର ଜଳ େର ଅନ୍ତଭଷୁ କ୍ତ ଯବାଲି 
ବଯିବଚନା କରା ିବ ।  

(3) ଯକୌଣସ ିବଲକକୁ ଜଳଯସଚନ ଅଧୀନଯର ଅଣା ିବା ପଯର ରଜୟ ସରକାର ବଲକର ପ୍ରଯତୟକ 
ବଗ୍ଷର ଜମିର ଉନ୍ନତମିୂଳକ ଯେୟର ସଂଗ୍ରାେକଙୁ୍କ ଉନ୍ନତମିୂଳକ ଯେୟ ନଦି୍ଧଷାରଣ କରବିା ପାଇଁ 
ନଯିେଷଶ ଯେଯବ । 

(4) ବେିତି ରୀତଯିର ଉପ ୁକ୍ତ ତେନ୍ତ ପଯର ଉନ୍ନତମିୂଳକ ଯେୟ ସଂଗ୍ରାେକ ବେିତି ରୀତଯିର ବଭିନ୍ନ 
ବଗ୍ଷର ଜମି ପାଇଁ ପ୍ରସ୍ତାବତି ଉନ୍ନତମିୂଳକ ଯେୟ ସଂକ୍ରାନ୍ତଯର ତାଙ୍କ ପ୍ରସ୍ତାବ ପ୍ରକାଶ କରଯିବ ଏବଂ 
ଅନୁଯମାେତି ସମୟ ମଧ୍ୟଯର ପ୍ରାପ୍ତ ପରାମଶଷ ଓ ଆପର୍ତ୍ତଗୁି୍ଡକୁି ବେିତି ରୀତଯିର ବଚିାର କରଯିବ 
ଏବଂ ଯଶଷଯର ପ୍ରଯତୟକ ବଗ୍ଷର ଜମି ଉପଯର ଉନ୍ନତମିୂଳକ ଯେୟର ବେିତି ରୀତଯିର ପ୍ରକାଶ 
କରଯିବ । ଜଲି୍ଲାପାଳ ଏେ ି ଉପଧାରା ଅଧୀନଯର କା ଷୟ କରବିା ସମୟଯର ରାଜୟ ସରକାରଙ୍କ 
ଦ୍ୱାରା ମଯନାନୀତ ଜଯଣ ବଯିଶଷଜ୍ଞଙ୍କ ସୋୟତା ଯନଯବ । 



(5) ଉପଧାରା (4) ଅନୁ ାୟୀ ଉନ୍ନତମିୂଳକ ଯେୟ ସଂଗ୍ରାେକଙ୍କ ନଷି୍ପର୍ତ୍ତ ି ଉପଯର ବେିତି 
ପ୍ରାଧିକାରୀଙ୍କ ନକିଟଯର ନଦି୍ଧଷାରତି ସମୟ ଏବଂ ନଦି୍ଧଷାରତି ପ୍ରକି୍ରୟାଯର ଅପିଲ କରା ାଇ ପାରବି । 
ଉକ୍ତ ଅପିଲ ଉପଯର ନଷି୍ପର୍ତ୍ତକୁି ବେିତି ରୀତଯିର ଅଧିସୂଚତି କରା ିବ । 

(6) ଉପଧାରା (4) ଅନୁ ାୟୀ ଅଧିସୂଚତି ଉନ୍ନତମିଳୂକ ଯେୟ ସଂକ୍ରାନ୍ତଯର ନଦି୍ଧଷାରଣ, ଉପ-
ଧାରା(5)ର ବୟବସ୍ଥା ମଯତ ଅପିଲ କରବିାର ଅଧିକାର ପ୍ରତ ିସାଯପକ୍ଷ ଯୋଇ ଚୂଡାନ୍ତ ଯେବ ଓ ଜମ ି
ଉପଯର ଅଧିକାର ଥିବା ସମସ୍ତଙ୍କ ପାଇଁ ଲାଗୁ୍ ଯେବ ଓ ଏୋକୁ ନୟାୟାଳୟଯର ପ୍ରଶନ 
କରା ାଇପାରବି ନାେିଁ । 

4. ଧାରା 3 ର ଉପଧାରା (1) ଅନୁ  ାୟୀ ବଭିିନ୍ନ ବଗ୍ଷର ଜମିର ଯଘାଷଣା କର ିଅଧିସୂଚନା ଜାର ି
କରା  ିବା ପଯର ଓ ଯସଚତି ଯକ୍ଷତ୍ର ମଧ୍ୟଯର ଥିବା ଯକୌଣସ ିଗ୍ରାମକୁ ଜଳଯସଚନ ଅଧୀନକୁ ଅଣା  ିବା 
ପଯର ରାଜୟ ସରକାର ଏେ ି ଉଯେଶୟଯର ନ ି ୁକ୍ତ ଏକ ବା ଏକାଧିକ ରାଜସ୍ୱ ଅଧିକାରୀଙ୍କ ସେ 
ପରାମଶଷ କ୍ରଯମ ଉକ୍ତ ଗ୍ରାମ ବା ଗ୍ରାମଗୁ୍ଡକି ନମିଯନ୍ତ ଯ  ଉଁ ଜମି ଖ୍ଣ୍ଡ ବଗ୍ଷୀକରଣ କରା  ିବ 
ଯସଗୁ୍ଡକୁି ଓ ଯକଉ ଁବୟକି୍ତମାନଙ୍କ ଠାରୁ ତାୋ ଅସୁଲ କରା  ିବ ତାୋର ଏକ ଅନୁସୂଚୀ ପ୍ରସୁ୍ତତ କରବିା 
ପାଇଁ ନଯିେଷଶ ଯେଯବ : 

  ପରନୁ୍ତ ଏେ ି ଅଧିନୟିମ ଉଯେଶୟଯର ରାଜୟ ସରକାର ପ୍ରଯତୟକ ରାଜସ୍ୱ ଅଧିକାରୀ ବା 
ଯକନାଲ ଅଧିକାରୀ,   ର୍ାସ୍ଥତି,ି ଙ୍କ ଅଧିକାରତିା, କ୍ଷମତା ଓ କର୍ତ୍ତଷବୟ ନଦି୍ଧଷାରଣ କରଯିବ I 

5.(1) ଧାରା 4 ଅନୁ  ାୟୀ ପ୍ରସୁ୍ତତ ଯୋଇଥିବା ଅନୁସୂଚୀ ସରକାରୀ ଯଗ୍ଜଟଯର ଓ ବେିତି ଯେବା 
ମଯତ ଯସପର ିଅନୟ ରୀତଯିର ପ୍ରକାଶତି ଯେବ I 

(2) ସଂପକୃ୍ତ ରାଜସ୍ୱ ଅଧିକାରୀ, ଯସଚତି ଯକ୍ଷତ୍ର ଅଧୀନସ୍ଥ ଜମିର ମାଲିକ ଯବାଲି ଜଣାଥିବା ବା 
ବଶି୍ୱାସ କରା  ାଉଥିବା ବୟକି୍ତ ବା ଜମିଯର ସ୍ୱାର୍ଷ ଥିବା ବୟକି୍ତମାନଙୁ୍କ ବୟକି୍ତଗ୍ତଭାଯବ ବା ତାଙ୍କର 
ପ୍ରତନିଧିିଙ୍କ ଜରଆିଯର ତାଙ୍କ ସମକ୍ଷଯର ଯସଥିଯର ଉଲି୍ଲଖିତ ସମୟ ଓ ସ୍ଥାନଯର ୋଜର ଯେବା ପାଇଁ 
ଏବଂ   େ ି (କ) ଅନୁସୂଚୀଯର ଥିବା ଜମକୁି  ଯସଚତି ଯକ୍ଷତ୍ର ଅଧୀନଯର ଥିବା ଜମି ରୂଯପ ଅନ୍ତଭଷୁ କ୍ତ 
କରବିା ବା (ଖ୍) ଉନ୍ନତମିୂଳକ ଯେୟ ଧା  ଷୟ ନମିଯନ୍ତ ଯକୌଣସ ିଭୂମ ିଖ୍ଣ୍ଡକୁ ବଗ୍ଷୀକରଣ କରବିା ବା 
(ଗ୍) ଉକ୍ତ ବୟକି୍ତଙ୍କ ଠାରୁ ଯସେ ିଜମ ିଉପଯର ପ୍ରସ୍ତାବତି ଉନ୍ନତମିୂଳକ ଯେୟର ଆଯରାପ ଓ ଅସୁଲ 
କରବିା ବା (ଘ) ଉକ୍ତ ଅନୁସୂଚୀଯର ଥିବା ଅନୟ ଯକୌଣସ ି େରଜ ସଂକ୍ରାନ୍ତଯର ତାଙ୍କର ଯକୌଣସ ି
ଆପର୍ତ୍ତ ିର୍ାଏ, ଯତଯବ ତାୋ ୋଖ୍ଲ କରବିା ପାଇଁ ଯନାଟସି ଯେଯବ I 

ଯସଚତି ଯକ୍ଷତ୍ର ଓ 
ଉନ୍ନତମିୂଳକ ଯେୟ 
ଅଧୀନଯର ଥିବା 
ଯସଚନ ଜମିର 
ଅନୁସୂଚୀ I 

ଯ  ାଜନାର ପ୍ରକାଶନ ଓ 
ମାଲିକ ଓ ସ୍ୱାର୍ଷଜଡତି 
ବୟକି୍ତମାନଙୁ୍କ ଯନାଟସି୍ I 

 



6. ଧାରା 5 ଅନୁ  ାୟୀ ଯନାଟସିଯର ଧା  ଷୟ ତାରଖି୍ଯର ବା ଆପର୍ତ୍ତ ିୋଖ୍ଲ କରବିା ପାଇଁ ଅନୟ ଯ  ଉଁ 
ତାରଖି୍କୁ ତାୋ ସ୍ଥଗି୍ତ ରେପିାଯର ଯସେ ିତାରଖି୍ଯର , ସଂପକୃ୍ତ ଅଧିକାରୀ ବେିତି ରୀତଯିର ଶୁଣାଶ ି
କରବିା ପଯର ଓ ଉକ୍ତ ଯନାଟସି ଅନୁସାଯର ସଂପକୃ୍ତ ବୟକି୍ତଙ୍କ ଦ୍ୱାରା   େ ି ଯକୌଣସ ିଆପର୍ତ୍ତ ିୋଖ୍ଲ 
କରା  ାଇର୍ାଏ ତାୋର ଶୁଣାଣି କରସିାରବିା ପଯର ଏକ ନୟାୟନରି୍ଣ୍ଷୟ କରଯିବ I ଉକ୍ତ  ନୟାୟନରି୍ଣ୍ଷୟ 
ବେିତି ରୀତଯିର ପ୍ରକାଶତି ଯେବ ଏବଂ ଯସଥିଯର ନମିନଲିଖିତ ବଷିୟମାନ ଉଯଲ୍ଲଖ୍ କରା  ିବ – 

 (କ) ଯ  ାଜନାଯର ଥିବା ଜଳଯସଚତି ଯକ୍ଷତ୍ର ଅନ୍ତଗ୍ଷତ ଜମି; 
 (ଖ୍) ଉନ୍ନତମିୂଳକ ଯେୟ ଧା ଷୟ କରବିା ନମିଯନ୍ତ ଯକୌଣସ ିଜମିଖ୍ଣ୍ଡର ବଗ୍ଷୀକରଣ; 

 (ଗ୍)  ଯସପର ିପ୍ରଯତୟକ ଜମ ିଉପଯର ବସାଣଯ  ାଗ୍ୟ ଉନ୍ନତମିଳୂକ ଯେୟର ପରମିାଣ; 

 (ଘ) ଯକଉ ଁବୟକି୍ତ ବା ବୟକି୍ତମାନଙ୍କ ଠାରୁ ଉନ୍ନତମିୂଳକ ଯେୟ ଅସୁଲ କରା  ିବ, ଏବଂ 
 (ଙ) ଯକଉ ଁତାରଖି୍ଯର ସପର ିଉନ୍ନତମିୂଳକ ଯେୟ ଧା  ଷୟ କରା  ିବ :  

ପରନୁ୍ତ ରାଜସ୍ୱ ଅଧିକାରୀ ଯସପର ିନୟାୟନରି୍ଣ୍ଷୟ କରବିା ଯବଯଳ ସବଷୋ ଧାରା 11 ଯର ଥିବା 
ବୟବସ୍ଥା ପ୍ରତ ି  ଯର୍ାଚତି ଧ୍ୟାନ ଯେଯବ I  
7.(1) ଜଳଯସଚତି ଯକ୍ଷତ୍ର ଅଧୀନଯର ଥିବା ଯକୌଣସ ିଅଞ୍ଚଳଯର ଉନ୍ନତମିୂଳକ ଯେୟ ଯ ାଜନାରୁ ଉକ୍ତ 
ଅଞ୍ଚଳ ପାଇଁ ପ୍ରର୍ଯମ ଯସଚନ ସୁବଧିା ଯ  ଉ ଁ ଖ୍ରେି ଋତୁଯର ଯ  ାଗ୍ାଇ େଆି  ାଇଥିବ, ତାୋର 
ପରବର୍ତ୍ତଷୀ ବଷଷର ତା 15 ଅଯପ୍ରଲଯର ବା ଧାରା 6 ଅନୁ  ାୟୀ ନୟାୟନରି୍ଣ୍ଷୟ  ଯେବା ତାରଖି୍ର 
େୁଇମାସ ପଯର- ଏ େୁଇଟ ିମଧ୍ୟରୁ ଯ  ଉଁଟ ିପଯର ଆସବି, ଯସେ ିତାରଖି୍ଯର ପ୍ରଯେୟ ଯେବ I ଯେୟ 
ପ୍ରୋନ କରବିା ପାଇ ଁୋୟୀ ବୟକି୍ତ ଏକ କାଳୀନ ଯର୍ାକ ଆକାରଯର ପ୍ରୋନ କରପିାରଯିବ ବା ବେିତି 
ରୀତଯିର ତାୋ କସିି୍ତଯର ପ୍ରୋନ କରବିା ପାଇ ଁନଜିର ଇ ା ପ୍ରକଟ କରପିାରଯିବ I 

(2) ଯସପର ିକସିି୍ତ ସଂଖ୍ୟା ଓ ତାୋ ପ୍ରୋନ କରବିାର ରୀତ ିନମିନ ମଯତ ଯେବ – 

 (କ) ପ୍ରର୍ଯମ େୁଇଯଗ୍ାଟ ି କସିି୍ତ ଯେୟର ତରିଶି ଭାଗ୍ରୁ ଭାଯଗ୍ ଯଲଖ୍ାଏଁ ଯେବ, ଅବଶଷି୍ଟ 
ପ୍ରଯେୟ ପରମିାଣ ଆଉ ଚଉେ ଯଗ୍ାଟ ିକସିି୍ତଯର ପ୍ରୋନ କରା  ିବ   ାୋକ ିପ୍ରଯତୟଯକ ପଦର ଭାଗ୍ରୁ 
ଭାଯଗ୍ ଯଲଖ୍ାଏଁ ଯେବ ; 

  (ଖ୍) ପ୍ରର୍ଯମ କସିି୍ତ, ଉପଧାରା (1) ଅନୁ  ାୟୀ ଯ  ଉ ଁ ତାରଖ୍ଯର ପର୍ଯମ ଯେୟ ପ୍ରୋନ 
କରବିାକୁ ଥିବ, ଯସେ ିତାରଖି୍ଯର ପ୍ରୋନ କରବିାକୁ ପଡବି ଏବଂ ପରବର୍ତ୍ତଷୀ ପ୍ରଯତୟକ କସିି୍ତ, ପୂବଷବର୍ତ୍ତଷୀ 
କସିି୍ତ ଯ  ଉ ଁତାରଖି୍ଯର ପ୍ରୋନ କରା  ାଇଥିବ, ପରବର୍ତ୍ତଷୀ ବଷଷଗୁ୍ଡକିଯର ଯସେ ିତାରଖି୍ଯର ପ୍ରୋନ 
କରବିାକୁ ପଡବି ; 

ତେନ୍ତ ଓ 

ନୟାୟନରି୍ଣ୍ଷୟ I   

ଉନ୍ନତମିୂଳକ ଯେୟର 
କସିି୍ତ-ଭୂ-ରାଜସ୍ୱ ପଯର 
ଉନ୍ନତମିୂଳକ ଯେୟ 
ପ୍ରଯେୟ ଯେବ I 



 (ଗ୍) ବଯକୟା କସିି୍ତଗୁ୍ଡକି ପାଇଁ ଯକୌଣସ ିସୁଧ ଯେୟ ଯେବ ନାେିଁ, କନୁି୍ତ ଉକ୍ତ ତାରଖି୍ ସୁଦ୍ଧା   େ ି
ଉନ୍ନତମିୂଳକ ଯେୟର ଯକୌଣସ ି କସିି୍ତ ପ୍ରୋନ କରା  ାଇନଥିବ, ଯତଯବ ତାୋ ଉପଯର ଶତକଡା 
ବାଷକି 4¼  ୋରଯର ସୁଧ ପ୍ରୋନ କରବିାକୁ ପଡବି : 

 ପରନୁ୍ତ ଯସପର ିକସିି୍ତ ଯ  ଉ ଁତାରଖି୍ଯର ପ୍ରୋନ କରା  ିବା କର୍ା, ତାୋ ପୂବଷରୁ ଉକ୍ତ ପ୍ରୋନ 
ତାରଖି୍ ସୁୋ ଅବଶଷି୍ଟ ଯେୟ ଉପଯର ଶତକଡା ବାଷକି 4¼ ୋରଯର ସୁଧ ସେତି ଅଗ୍ରୀମଭାଯବ 
ଉକ୍ତ କସିି୍ତ ପ୍ରୋନ କରା  ାଇ ପାରବି I 

 (3) ଜମ ି ସଂକ୍ରାନ୍ତଯର ଯେୟ ଭୂ-ରାଜସ୍ୱ ଭିନ୍ନ ଅନୟ ସମସ୍ତ ଯେୟ ଉପଯର ଏେ ି ଅଧିନୟିମ 
ଅନୁ  ାୟୀ ବଧିିସମ୍ମତ ଭାବଯର ଉନ୍ନତମିୂଳକ ଯେୟ ଭାବଯର ଅନୟ ଯକୌଣସ ିବଯକୟାର ଅଗ୍ରାଧିକାର 
ବେବି ଏ ଯସେ ିପରମିାଣ ପ  ଷୟନ୍ତ ଜମି ଉପଯର ଏକ ଯେୟ ରୂଯପ ବଯିବଚତି ଯେବ ଏବଂ ତାୋକୁ 
ଯବଯକୟା ଭୂ-ରାଜସ୍ୱ ଭାବଯର ଅସୁଲ କରା  ିବ I 

(4) ଏେ ିଧାରାଯର   ାୋକ ି ିଥିବା ସଯେ, ରାଜୟ ସରକାର ଯ  ଉଁ ଜମ ିଉପଯର ଉନ୍ନତମିୂଳକ ଯେୟ 
ପ୍ରୋନଯ  ାଗ୍ୟ ଅଯଟ, ତାୋର ମାଲିକଙୁ୍କ ଉକ୍ତ ଜମି ବା ତାୋର ଯକାଣସ ିଅଂଶକୁ ନୟିମାବଳୀଯର 
ବେିତି ଯେବା ମଯତ ଯସପର ିସର୍ତ୍ତଷଯର ରାଜୟ ସରକାରଙ୍କ ସପକ୍ଷଯର ତୟାଗ୍ କରଯିେବା ପାଇ ଁ ବା 
ବନିମିୟ କରବିା ପାଇଁ ଅନୁମତ ିଯେଇ ପାରଯିବ : 

 ପରନୁ୍ତ ଜମିଟ ିଋଣଭାରରୁ ମକୁ୍ତ ନଥିଯଲ ଯସପର ିତୟାଗ୍ ବା ବନିମିୟ ପାଇଁ ଅନୁମତ ିେଆି  ିବ ନାେିଁ I 

8.   େ ିଯସଚତି ଯକ୍ଷତ୍ର ଅଧୀନଯର ସରକାରଙ୍କର ମାଲିକାନା ଥିବା ବା କର୍ତ୍ତଷୃ ତ୍ୱ ଥିବା ଯକୌଣସ ିପତତି 
ଜମ ି ନୂତନଭାଯବ ଲିଜ୍ ଯର େଆି  ାଏ, ଯତଯବ ଏେ ି ଅଧିନୟିମଯର ବରୁିଦ୍ଧାତ୍ମକ   ାୋକ ି ି ଥିବା 
ସଯେ, ଲିଜ୍ ଧାରୀଙ୍କ ଠାରୁ ବେିତି ରୀତଯିର ଯସେ ିଅଞ୍ଚଳଯର ପ୍ରଚଳତି ୋରଯର ଉନ୍ନତମିୂଳକ ଯେୟ 
ଅସୁଲଯ  ାଗ୍ୟ ଯେବ I 

9.   େ ିରାଜୟ ସରକାରଙ୍କର େୃେଯବାଧ େୁଏ ଯ  - 
(1) ଜଳଯସଚତି ଯକ୍ଷତ୍ରଯର ଯକୌଣସ ି ଜମିର େସଲ   େ ି ବନୟା, ବାତୟା କମିବା ଯକୌଣସ ି

ଅପ୍ରତଯିରାଧୀ ଶକି୍ତ ଦ୍ୱାରା ନଷ୍ଟ ଯୋଇ  ାଇ ,ି କମିବା 
(2) ଜମିଯର ପାଣି ଜମି କମିବା ଲୁଣାମାର ିଚାଷ ଅନୁପଯ  ାଗ୍ୀ ଯୋଇ  ାଇ ,ି କମିବା  
(3) ଜଳଯ  ାଗ୍ାଣ କମ ି ିବାରୁ ବା ଯସପର ି ଅନୟ ଯକୌଣସ ି କାରଣରୁ ଯସେ ି ଯକ୍ଷତ୍ରକୁ 

ଜଳଯସଚତି ଯକ୍ଷତ୍ରରୁ ବାେ େଆି  ାଇ ,ି  କମିବା 

ନୂତନଭାଯବ ପୁନରୁଦ୍ଧାର 
ଯୋଇଥିବା ଜମି ଉପଯର 
ଉନ୍ନତମିୂଳକ ଯେୟ I 

 

ମାେି ଓ 
ନଲିମବନ । 



(4) େର ଖ୍ସବିା ଯ  ାଗୁଁ୍ କୃଷି ଶଳି୍ପ ପ୍ରଭାବତି ଯୋଇର୍ାଏ, 
 ଯତଯବ ରାଜୟ ସରକାର ଏଭଳ ିସ୍ଥିତଯିର ଯ  ପର ିଉଚତି ମଯନ କରଯିବ ଯସପର ିସର୍ତ୍ତଷଯର 

ଉକ୍ତ ଜମି ସଂକାନ୍ତଯର ଉନ୍ନତମିୂଳକ ଯେୟର ଆୋୟ ସ୍ଥଗି୍ତ ରଖିପାରଯିବ, କମିବା ଉନ୍ନତ ି ମୂଳକ 
ଯେୟ କମିବା ଏୋର କସିି୍ତକୁ ସଂପୂର୍ଣ୍ଷ ବା ଆଂଶକି କମ ବା  ାଡ କରପିାରଯିବ : 

 ପରନୁ୍ତ ଖ୍ଣ୍ଡ (3) ଅନୁସାଯର   େ ିସଂପକୃ୍ତ ଜମ ିରାଜୟ ସରକାରଙ୍କ ଜଳଯସଚତି ଯକ୍ଷତ୍ରରୁ ସ୍ଥାୟୀ 
ରୂପଯର କମିବା େୀଘଷ ସମୟ ବାେ ପଡରି୍ାଏ, ଯତଯବ ଯସେ ିଜମି ସଂକ୍ରାନ୍ତଯର ରାଜୟ ସରକାରଙୁ୍କ 
ଯେୟ ଉନ୍ନତ ିମୂଳକ ଯେୟ  ାଡ କରଯିବ I 

10. ଏେ ି ଅଧିନୟିମ ଅଧୀନଯର ଆୋୟ ଯେଉଥିବା ଉନ୍ନତ ି ମୂଳକ ଯେୟ ଯକୌଣସ ି ଅଧିନୟିମ 
ଅନୁ  ାୟୀ ଆୋୟ କରା  ାଉଥିବା ଯେୟକୁ ପ୍ରଭାବତି କରବି ନାେିଁ I 

11. ଉନ୍ନତ ି ମୂଳକ ଯେୟ େଖ୍ଲକାରୀ ର ତ କମିବା ଯସବାକାରୀ ରୟତ ରୂଯପ ଯରକଡଷଭୁକ୍ତ 
ବୟକି୍ତଙ୍କ ଠାରୁ ଆୋୟ କରା  ିବ : 

 ପରନୁ୍ତ ଯ  ଉଁସ୍ଥଯଳ ଉକ୍ତ ରୟତ ତାଙ୍କର ଉତ୍ପାେନର ଖ୍ଜଣା ଯରକଡଷଭୁକ୍ତ ଜମ ି ମାଲିକଙୁ୍କ 
ପ୍ରୋନ କରନ୍ତ,ି ଯସେସି୍ଥଯଳ ଯସ ପ୍ରତ ିବଷଷ ଯମାଟ ଉତ୍ପାେନରୁ ଯ  ଉ ଁଭାଗ୍ ଉତ୍ପାେନ ଖ୍ଜଣା ରୂଯପ 
ଯେଇଥିଯବ, ତାୋର ସମତୁଲୟ ଭାଗ୍ ଉନ୍ନତମିୂଳକ ଯେୟ ରୂଯପ ଉକ୍ତ ଜମ ିମାଲିକଙ୍କ ଠାରୁ ଆୋୟ 
କରା  ିବ : 

  ଅଧିକନୁ୍ତ ଜମି ଉପଯର ଉନ୍ନତମିୂଳକ ଯେୟର ଯକବଳ ଶତକଡା 75 ଭାଗ୍ ଯସବା ରୟତ 
ପ୍ରୋନ କରଯିବ, ଅନୟ ଶତକଡା 25 ଭାଗ୍ ଯସବା ଉଯେେ ଯେବା ପଯର ଯ  ଉଁ ବୟକି୍ତଙ୍କ ପାଖ୍କୁ 
  ିବ, ଯସ ପ୍ରୋନ କରଯିବ : 

 ପୁନଶ୍ଚ ଉତ୍ପାେନ ଖ୍ଜଣା ପ୍ରୋନ କର ି ଜଯଣ େଖ୍ଲକାରୀ ରୟତ ବା ଯସବା ରୟତଙ୍କ 
ଅଧୀନଯର ଜଯଣ ରୟତ ବା ଉପ-ରୟତ ଭାଯବ ଧାରା 6 ଅନୁ  ାୟୀ ନୟାୟନରି୍ଣ୍ଷୟ ତାରଖି୍ଯର 
ଜମିର ବାସ୍ତବ ଚାଷ କରୁଥିବା ଓ ତତ୍ ସମଯୟ ବଳବର୍ତ୍ତର ଥିବା ଯକୌଣସ ିସାଧାରଣ ବା ବଯିଶଷ 
ବଧିି ଅନୁ  ାୟୀ ଉଯ େ ବରୁିଦ୍ଧଯର ସୁରକ୍ଷା ପାଉଥିବା ଜଯଣ ବୟକି୍ତ ନୟାୟନରି୍ଣ୍ଷୟ ତାରଖି୍ର ପୂବଷବର୍ତ୍ତଷୀ 
ବଷଷ ମଧ୍ୟଯର ଜମିର ଯମାଟ ଉତ୍ପାେନର ଏକ ଅଂଶ ଉନ୍ନତମିୂଳକ ଯେୟ ରୂଯପ ପ୍ରୋନ କରବିାକୁ 
ୋୟୀ ରେଯିବ I 

ଅନୟ ଯକୌଣସ ି ଯେୟ 
ପ୍ରଭାବତି ଯେବ ନାେିଁ I 

ଉନ୍ନତମିୂଳକ ଯେୟ 
ପ୍ରୋନ କରବିାକୁ ୋୟୀ 
ବୟକି୍ତ I 



ସ୍ପଷ୍ଟୀକରଣ:- (i) ଏେ ିଧାରାଯର “ ଯରକଡଷଭୁକ୍ତ “ ଅର୍ଷ ଧାରା 6 ଅନୁ  ାୟୀ ନୟାୟନରି୍ଣ୍ଷୟ ତାରଖି୍ଯର 
ଜଲି୍ଲାପାଳଙ୍କ ଜମଜିମା ଯରକଡଷଯର ଯରକଡଷଭୁକ୍ତ ଯୋଇଥିବା ବା   େ ି ଯସେ ି ତାରଖି୍ଯର ଉଚତି 
ନୟାୟଳୟଯର ଯରକଡଷ ଅନ୍ତରଣ ନମିଯନ୍ତ ଆଯବେନ କରା  ାଇଥିବ, ଯତଯବ ଉକ୍ତ ଆଯବେନ 
ଉପଯର ଚୂଡାନ୍ତ ଆଯେଶଯର ସଂଯଶାଧିତ ଯୋଇଥିବା ପ୍ରକାଯର ଯରକଡଷଭୁକ୍ତ I 
 

(ii) ଅନ୍ତରଣଯର ସମସ୍ତ ପ୍ରକାରର ଅନ୍ତରଣ, ତାୋ ପକ୍ଷମାନଙ୍କ ବା ବୟକି୍ତମାନଙ୍କ 
ମଧ୍ୟଯର ଯକୌଣସ ି ବୁଝାମଣା ଦ୍ୱାରା ଯେଉ ବା ବଧିି ଦ୍ୱାରା ଯେଉ ବା ଯକୌଣସ ିନୟାୟଳୟର ରାୟ, 
ଡକିି୍ର ବା ଆଯେଶ ଦ୍ୱାରା ଯେଉ ବା ଅନୟ ଯକୌଣସ ିପ୍ରକାଯର ଯେଉ, ଅନ୍ତଭଷୁ କ୍ତ ଅଯଟ I 

 (2) ଉପଧାରା (1) ଯର   ାୋକ ି ିଥିବା ସଯେ ଓ ଯକୌଣସ ିଚୁକି୍ତଯର ବପିରୀତାତ୍ମକ ଥିବା ଯକୌଣସ ି
ବଷିୟ ପ୍ରତ ିସାଯପକ୍ଷ ଯୋଇ, ଯ  ଉଁସ୍ଥଯଳ ଉତ୍ପାେନ ଖ୍ଜଣା ଭିର୍ତ୍ତଯିର ଭୂମି ଧାରଣ କରୁଥିବା ଜଯଣ 
ରୟତ, ଭୂ-ସଂସ୍କାର ସଂପକତି ଯକୌଣସ ିବଧିି ବା ତତ୍ ସମଯୟ ବଳବର୍ତ୍ତର ଥିବା ଅନୟ ଯକୌଣସ ିବଧିି 
ଅନୁ  ାୟୀ ତାଙ୍କର ଭୂମି ମାଲିକଙ୍କ ଦ୍ୱାରା ଉଯ େ େୁଅନ୍ତ,ି ଯସେସି୍ଥଯଳ ଉକ୍ତ ଭୂମ ିମାଲିକ ଯସପର ି
ଉଯେେ ନମିଯନ୍ତ ଯସେ ିରୟତଙୁ୍କ   ାୋକ ି ିପ୍ରୋନ କରବିା କର୍ା, ତାୋ ସେତି ଉଯେେ ପୂବଷରୁ ଯସ 
ପ୍ରୋନ କରଥିିବା ଉନ୍ନତମିୂଳକ ଯେୟର ଅଂଶ ପ୍ରୋନ କରବିାକୁ ୋୟୀ ରେଯିବ: 

 

  ପରନୁ୍ତ ଉପଯରାକ୍ତ ପ୍ରକାଯର ଯକୌଣସ ି ବଧିିର ବୟବସ୍ଥା ଅନୁପାଳନ କରବିାଯର   େ ି ରୟତ 
ଯକୌଣସ ି ଖିଲାପ କରଥିିବା ଯେତୁ ସପର ି ଉଯେେ କରା  ାଇର୍ାଏ, ଯତଯବ ଏେ ି ଉପଧାରାର 
ଯକୈଣସ ିବଷିୟ ଲାଗୁ୍ ଯେବ ନାେିଁ I 

 

12.(1) ଧାରା 11 ଅନୁ ାୟୀ ଉନ୍ନତମିୂଳକ ଯେୟ ପ୍ରୋନ କରବିା ପାଇଁ ୋୟୀ ଯକୌଣସ ିବୟକି୍ତ, 
ଉନ୍ନତମିୂଳକ ଯେୟ ବା ତାୋର ଯକୌଣସ ି ଅଂଶ ବା ଧାରା-7 ଅନୁ ାୟୀ ଧା ଷୟ ଯକୌଣସ ି କସିି୍ତ, 
ଯ ଉ ଁତାରଖି୍ଯର ବଯକୟା ଥିଲା, ଯସେ ିତାରଖି୍ଯର ଜମଯିର ଥିବା ତାଙ୍କର ଅଧିକାର ଓ ସ୍ୱାର୍ଷ ଅନୟ 
ଜଯଣ ବୟକି୍ତଙ୍କ ପାଖ୍କୁ ଚାଲି ାଇଥିଲା ଏବଂ ଯତଣୁ ଯସେ ିଅନୟ ବୟକି୍ତଙୁ୍କ ୋୟୀ କରା ାଉ ଯବାଲି 
ଯଘାଷଣା କରବିା ନମିଯନ୍ତ ବେିତି ରୀତଯିର ଆଯବେନ କରପିାରଯିବ । ସଂପକୃ୍ତ ପକ୍ଷମାନଙୁ୍କ ବେିତି 
ରୀତଯିର ଶୁଣାଣି କରସିାରବିା ପଯର ଉକ୍ତ ପ୍ରାଧିକାରୀ  େ ିଜାଣିବାକୁ ପାଆନ୍ତ ି ଯ  ଏକ ଯବୈଧ 
ଅନ୍ତରଣ କରା ାଇ ,ି ଯତଯବ ଯସ ଯସପର ିଅନୟ ବୟକି୍ତ ବା ବୟକି୍ତମାଯନ ଉନ୍ନତମିଳୂକ ଯେୟ ବା 
ଉକ୍ତ ତାରଖି୍ଯର ବଯକୟା ଥିବା ତାୋର ଅବଶଷି୍ଟାଂଶ ପ୍ରୋନ କରବିା ପାଇଁ ୋୟୀ ଯବାଲି ଯଘାଷଣା 
କରପିାରଯିବ । 

 

ୋୟିତ୍ୱ ଅନ୍ତରଣ 
ନମିଯନ୍ତ 
ଆଯବେନ । 



ସ୍ପଷ୍ଟୀକରଣ – ଏେ ିଧାରା ଉଯେଶୟଯର- 
(i)  େ ିଜଯଣ ବୟକି୍ତ ଯସପର ିଅଧିକାର ବା ସ୍ୱର୍ଷକୁ ଅନୟ ଯକୌଣସ ିବୟକି୍ତଙୁ୍କ ଅନ୍ତରଣ ନ କର ିଜମ ି

ଧାରଣ ବା ଚାଷ କରବିାରୁ ବରିତ େୁଅନ୍ତ,ି ଯତଯବ ତାଙ୍କର ଅଧିକାର ଓ ସ୍ୱାର୍ଷ ଉକ୍ତ 
ଜମମିାଲିକଙ୍କ ପାଖ୍କୁ ଚାଲି ାଇ  ିଯବାଲି ବଯିବଚତି ଯେବ । 

(ii) ଅନ୍ତରଣଯର ସମସ୍ତ ପ୍ରକାରର ଅନ୍ତରଣ, ତାୋ ପକ୍ଷମାନଙ୍କ ବା ବୟକି୍ତମାନଙ୍କ ମଧ୍ୟଯର 
ଯକୌଣସ ିବୁଝାମଣା ଦ୍ୱାରା ଯେଉ ବା ଯକୌଣସ ିନୟାୟାଳୟର ରାୟ, ତକିି୍ର ବା ଆଯେଶ ଦ୍ୱାରା 
ଯେଉ ବା ଅନୟ ଯକୌଣସ ିପ୍ରକାଯର ଯେଉ, ଅନ୍ତଭଷୁ କ୍ତ ଅଯଟ । 

(2)  େ ି ଉକ୍ତ ପ୍ରାଧିକାରୀ ଜାଣବିାକୁ ପାଆନ୍ତ ି ଯ , ଧାରା 11 ଅନୁ ାୟୀ ଉନ୍ନତମିୂଳକ ଯେୟ 
ପ୍ରୋନ କରବିାକୁ ୋୟୀ ବୟକି୍ତଙ୍କର ମତୁୃୟ ଯୋଇ ାଇ ,ି ଯତଯବ ଯସ ବେିତି ରତିୀଯର ତେନ୍ତ କରଯିବ 
ଓ ଉକ୍ତ ବୟକି୍ତଙ୍କର ଉର୍ତ୍ତରାଧିକାରୀ ଓ ନରୂିପିତ ବୟକି୍ତ ରୂଯପ ୋୟିତ୍ୱ ନବିଷାେ କରବିାକୁ ୋୟୀ ବୟକି୍ତ ବା 
ବୟକି୍ତମାନଙୁ୍କ ଅବଧାରଣ କରଯିବ;  େ ିଯସପର ିତେନ୍ତ କରବିା ପଯର ଉକ୍ତ ପ୍ରାଧିକାରୀ ଜାଣିବାକୁ 
ପାଆନ୍ତ ି ଯ , ଉନ୍ନତମିୂଳକ ଯେୟ ବା ତାୋର ଯକୌଣସ ି ଅଂଶ ବା ଧାରା -7 ଅନୁ ାୟୀ ଧା ଷୟ 
ଯକୌଣସ ି ପ୍ରୋନ କରବିା ପାଇଁ ମତୃ ବୟକି୍ତଙ୍କ ସ୍ଥାନଯର ଅନୟ ଯକୌଣସ ି ବୟକି୍ତଙୁ୍କ ରୟତ ବା ଭୂମି 
ମାଲିକ ରୂଯପ ଯରାକଷଡଭୁକ୍ତ କରା ିବ କର୍ା, ଯତଯବ ଉକ୍ତ ପ୍ରଧିକାରୀ ବେିତି ଯେବା ମଯତ ଯସପର ି
ଅଧିକତର ତେନ୍ତ କରବିା ପଯର ଓ ସଂପକୃ୍ତ ବୟକି୍ତମାନଙୁ୍କ ଶଣୁାଣିର ଏକ ସୁଯ ାଗ୍ ଯେବା ପଯର 
ତେନୁ ାୟୀ ଏକ ଯଘାଷଣା କରଯିବ । 
(3)  ର୍ାସ୍ଥିତ,ି ଉପଧାରା (1) ବା ଉପଧାରା (2) ଅନୁ ାୟୀ ଏକ ଯଘାଷଣା କରା ିବା ପଯର, ଧାରା 
11 ଅନୁ ାୟୀ ଉନ୍ନତମିୂଳକ ଯେୟ ବା ତାୋର ଅବଶଷି୍ଟାଂଶ ପ୍ରୋନ କରବିା ୋୟିତ୍ୱ, ଯ ଉ ଁ
ବୟକି୍ତମାନଙୁ୍କ ୋୟୀ ରୂଯପ ଯସପର ିଯଘାଷଣା କରା ାଇଥିବ ତାୋଙ୍କ ଉପଯର ନୟସ୍ତ ଯେବ ।  

13.(1) ଯ ଉଁ ଜମି ଉପଯର ଉନ୍ନତମିୂଳକ ଯେୟ ପ୍ରୋନଯ ାଗ୍ୟ ଅଯଟ, ଯସଥିଯର ସ୍ୱାର୍ଷଜଡତି 
ଯକୌଣସ ିବୟକି୍ତ, ଉନ୍ନତମିୂଳକ ଯେୟର ବଯକୟା ନମିଯନ୍ତ ଜମିକୁ ବକି୍ରୟରୁ ସୁରକ୍ଷା କରବିା ସକାଯଶ 
ବଯକୟା ଯେୟ ପରଯିଶାଧ କରପିାରଯିବ ଏବଂ ତାୋପଯର ଯସ ଉକ୍ତ ପରମିାଣ, ତାୋ ପ୍ରୋନ 
କରବିା ନମିଯନ୍ତ ୋୟୀ ବୟକି୍ତମାନଙ୍କ ଠାରୁ ଯସମାନଙ୍କର ସ୍ୱସ୍ୱ ୋୟିତ୍ୱ ଅନୁସାଯର ଅସୁଲ କରବିା ପାଇଁ 
ଏତେୁପଲଯକ୍ଷ ରାଜୟ ସରକାରଙ୍କ ଦ୍ୱାରା ପ୍ରାଧିକୃତ ରାଜସ୍ୱ ଅଧିକାରୀଙୁ୍କ ଆଯବେନ କରପିାରଯିବ ।  

(2) ଉପଧାରା(1) ଅନୁ ାୟୀ ଅସୁଲ ନମିଯନ୍ତ ଏକ ଆଯବେନକୁ ରାଜସ୍ୱ ଅଧିକାରୀ, ସଭିିଲ 
ପ୍ରକି୍ରୟା ସଂେତିା 1908 ଅନୁସାଯର ଧନ ଅସୁଲ ନମିଯନ୍ତ ୋଏର ଯୋଇଥିବା ଏକ ମକେମାକୁ ଯ ଉ ଁ
ରୀତଯିର ବଚିାର କରା ାଏ, ଯସେ ିସମାନ ରୀତଯିର ବଚିାର କରଯିବ, ଏବଂ ଉକ୍ତ ଆଯବେନ ଉପଯର 

ଉନ୍ନତମିଳୂକ 
ଯେୟର ବଯକୟା 
ନମିଯନ୍ତ ବକି୍ରୟ 
ବରୁିଦ୍ଧଯର ଜମରି 
ସୁରକ୍ଷା । 



ପାରତି ଏକ ଆଯେଶର ଏପର ି ବଳ ଓ ପ୍ରଭାବ ରେବି,  ାୋକ ି ଉକ୍ତ ସଂେତିା ଅନୁ ାୟୀ ସଭିିଲ 
ନୟାୟାଳୟ ଦ୍ୱାରା ଧନ ଅସୁଲ ନମିଯନ୍ତ ଏକ ଡକିି୍ରର ବଳ ଓ ପ୍ରଭାବ ଅ  ି। 

14. ଧାରା 6 ଅନୁ ାୟୀ ଏକ ନୟାୟନରି୍ଣ୍ଷୟ ବା ଧାରା 12 ର ଉପଧାରା(1) ବା (2) ଅନୁ ାୟୀ ଏକ 
ଯଘାଷଣା ବା ଧାରା 13 ଅନୁ ାୟୀ ଏକ ଆଯେଶ ଦ୍ୱାରା  େ ିଯକୌଣସ ିବୟକି୍ତ କୁ୍ଷବ୍ଧ େୁଅନ୍ତ,ି ଯତଯବ ଯସ 
 ର୍ାକ୍ରଯମ, ଉକ୍ତ ନୟାୟନରି୍ଣ୍ଷୟ, ଯଘାଷଣା ବା ଆଯେଶ େଆି ିବା ତାରଖି୍ ଠାରୁ ଷାଠଏି େନି ମଧ୍ୟଯର 
ଉନ୍ନତମିୂଳକ ଯେୟର ସଂଗ୍ରାେକଙ୍କ ନକିଟଯର ଅପିଲ କରପିାରଯିବ । ବେିତି ରୀତଯିର ଅପିଲ େଏସଲା 
ଯେବ : 
 ପରନୁ୍ତ ଧାରା 6 ଅନୁ ାୟୀ ଏକ ନୟାୟନରି୍ଣ୍ଷୟ ବରୁିଦ୍ଧଯର ଏକ ଅପିଲଯର ଏକ ନେିଷି୍ଟ ଯେଣୀର 
ଜମି ନମିଯନ୍ତ ଧା ଷୟ ଉନ୍ନତମିୂଳକ ଯେୟର ୋରକୁ ପ୍ରଶନ କରା ାଇପାରବି ନାେିଁ ଏବଂ ଅପିଲଯର ତାୋ 
ପରବିର୍ତ୍ତଷନ କରା ାଇପାରବି ନାେିଁ ।  
15.(1) ରାଜସ୍ୱ ଯବାଡଷ ସ୍ୱତଃ ପ୍ରବୃର୍ତ୍ତ ଭାବଯର ବା ବେିତି ସମୟ ମଧ୍ୟଯର ଜଯଣ କୁ୍ଷବ୍ଧ ବୟକି୍ତଙ୍କ ଠାରୁ 
ଆଯବେନ ପାଇଯଲ, ଧାରା 6 ବା 12 ର ଉପଧାରା (1) ଓ (2) ବା ଧାରା 13 ଅନୁ  ାୟୀ ଯକୌଣସ ି
ତେନ୍ତ ବା ଧାରା 14 ଅନୁ  ାୟୀ ଯକୌଣସ ିଅପିଲ ବା କା  ଷୟବଧିିର ଯବୈଧତା ବା ନୟିମିତତା ସଂକ୍ରାନ୍ତଯର 
ନଜିର େୃେଯବାଧ ଯେବା ପାଇଁ ଉକ୍ତ ତେନ୍ତ ବା କା  ଷୟବଧିିର ଯରକଡଷ ମଗ୍ାଇ ତାୋ ପରୀକ୍ଷା କରପିାରଯିବ 
ଏବଂ   ର୍ାସ୍ଥିତ, ନୟାୟନରି୍ଣ୍ଷୟ  ବା ଯଘାଷଣା ବା ଆଯେଶ ବା ଉନ୍ନତମିୂଳକ ଯେୟ ସଂଗ୍ରାେଙ୍କ ନଷି୍ପର୍ତ୍ତକୁି 
କାଏମ୍ ରଖିପାରଯିବ ବା ମାଜତି କରପିାରଯିବ ବା ଓଲଟାଇ ପାରଯିବ : 

 ପରନୁ୍ତ ଧାରା 6 ଅନୁ  ାୟୀ ଯକୌଣସ ି ତେନ୍ତ ସଂପକଷଯର ଧାରା 3 ଅନୁସାଯର ଯକୌଣସ ି ନେିଷି୍ଟ 
ଯେଣୀର ଜମ ି ଉପଯର ଧା  ଷୟ କରା  ାଇଥିବା ଉନ୍ନତମିୂଳକ ଯେୟର ୋରକୁ ମାଜତି ବା ଓଲଟା 
  ାଇପାରବି ନାେିଁ କ ିଯସଥିଯର ଅନୟର୍ା େସ୍ତଯକ୍ଷପ କରା  ିବ ନାେିଁ : 

 ଅଧିକନୁ୍ତ ଉନ୍ନତମିୂଳକ ଯେୟ ପ୍ରୋନ କରବିା ପାଇଁ ଜଲି୍ଲାପାଳଙ୍କ ଦ୍ୱାରା େଆି  ାଇଥିବା ଆଯେଶକୁ 
ସଂପକୃ୍ତ ପକ୍ଷମାନଙୁ୍କ ଶଣୁାଣିର ଏକ ସୁଯ  ାଗ୍ ନ ଯେଇ ଯକୌଣସ ି ପକ୍ଷଙ୍କ ଉପଯର ପ୍ରତକୂିଳ ପ୍ରଭାବ 
ପକାଇବା ପର ିଯକୌଣସ ିପରବିର୍ତ୍ତଷନ କରା  ିବ ନାେିଁ I 

 (2) ଉପ-ଧାରା (1) ଯର   ାୋକ ି ି ଥିବା ସଯେ, ଯସଥିଯର ବନିେିଷି୍ଟ ନୟାୟନରି୍ଣ୍ଷୟ, ଯଘାଷଣା, 
ଆଯେଶ ବା ନଷି୍ପର୍ତ୍ତକୁି   ର୍ାସ୍ଥିତ,ି ଉକ୍ତ ନୟାୟନରି୍ଣ୍ଷୟ, ଯଘାଷଣା, ଆଯେଶ ବା ନଷି୍ପର୍ତ୍ତି ତାରଖି୍ ଠାରୁ େୁଇ ବଷଷ 
ଅବସାନ ଯେବା ପଯର ତାୋକୁ ମାଜତି ବା ଓଲଟା  ାଇପାରବି ନାେିଁ I 

 

ଅପିଲ । 

ରାଜସ୍ୱ ଯବାଡଷ 
ଦ୍ୱାରା 
ପୁନରୀକ୍ଷଣ I 

 



16. ଧାରା 15 ଅନୁ  ାୟୀ ରାଜସ୍ୱଯବାଡଷ ଦ୍ୱାରା ପୁନରୀକ୍ଷଣଯର ପାରତି ଏକ ଆଯେଶ ଓ ଯସପର ିଆଯେଶ 
ପ୍ରତ ି ସାଯପକ୍ଷ ଯୋଇ ଧାରା 14 ଅନୁ  ାୟୀ ଅପିଲଯର ଉନ୍ନତମିୂଳକ ଯେୟର ସଂଗ୍ରାେଙ୍କ ନଷି୍ପର୍ତ୍ତ ି ଏବଂ  
ରାଜସ୍ୱଯବାଡଷଙ୍କ ଆଯେଶ ଓ ଉନ୍ନତମିୂଳକ ଯେୟର ସଂଗ୍ରାେଙ୍କ ନଷି୍ପର୍ତ୍ତ ି ପ୍ରତ ି ସାଯପକ୍ଷ ଯୋଇ ଧାରା 6 
ଅନୁ  ାୟୀ େଆି  ାଇଥିବା ନୟାୟନରି୍ଣ୍ଷୟ, ଯଘାଷଣା ବା ଆଯେଶ ଧାରା 12 ର ଉପ-ଧାରା (1) ଓ (2) 
ତର୍ା ଧାରା 13 ଅନୁ  ାୟୀ ଚୂଡାନ୍ତ ଯେବ I 

17. ଏେ ି ଅଧିନୟିମ ଅନୁ  ାୟୀ କରା  ାଇଥିବା ବା କରା  ିବାକୁ ଥିବା ଯକୌଣସ ି ବଷିୟ ସଂପକଷଯର 
ଯକୌଣସ ିଯେୱାନ ିନୟାୟଳୟର ଅଧିକାରତିା ରେବି ନାେିଁ  I 

18. ଯକନାଲଯର ଜଳଯ  ାଗ୍ାଣଯର ଅସ୍ଥାୟୀ ବୟାଘାତ ବା ଜଳଯ  ାଗ୍ାଣ ବଦ ଯେବା ଯ  ାଗୁଁ୍  ବା 
ସରକାରଙ୍କ କର୍ତ୍ତଷୃ ତ୍ୱ ବାୋଯର ଥିବା ଯକୌଣସ ିକାରଣରୁ ବା ଯକନାଲଯର ଯକୌଣସ ିମରାମତ,ି ପରବିର୍ତ୍ତଷନ 
କରା  ାଉଥିବା ଯେତୁ ବା ଯସଥିଯର ଜଳପ୍ରବାେକୁ ବନିୟିମିତ କରବିା ପାଇଁ ଯକୌଣସ ିକା  ଷୟ କରା  ାଉଥିବା 
ଯେତୁ ବା ଯକନାଲ ଅଧିକାରୀଙ୍କ ବଯିବଚନା ମଯତ ଯସଚନର ନୟିମିତ ଧାରାର ରକ୍ଷଣାଯବକ୍ଷଣ ନମିଯନ୍ତ 
ଯକୌଣସ ି କା ଷୟ କରା  ିବାର ଆବଶୟକ ଯେତୁ କ୍ଷତପୂିରଣ ନମିଯନ୍ତ ବା ଉନ୍ନତମିଳୂକ ଯେୟର ଯେରସ୍ତ 
ନମିଯନ୍ତ, ଧାରା 9 ପ୍ରତ ିସାଯପକ୍ଷ ଯୋଇ, ସରକାରଙ୍କ ବରୁିଦ୍ଧଯର ଯକୌଣସ ିୋବ ିଆଗ୍ତ କରା  ାଇପାରବି 
ନାେିଁ  I 

19.ଏେ ିଅଧିନୟିମ ବା ତେଧୀନ ପ୍ରଣୀତ ନୟିମାବଳୀ ଅନୁ  ାୟୀ ସଦ୍ ବଶି୍ୱାସଯର କରା  ାଇଥିବା ବା 
କରା  ିବା ପାଇ ଁ ଉେଷି୍ଟ ଥିବା ଯକୌଣସ ି ବଷିୟ ସଂକ୍ରାନ୍ତଯର ଯକୌଣସ ି ବୟକି୍ତଙ୍କ ବରୁିଦ୍ଧଯର ଯକୌଣସ ି
ମକେମା, ଅଭିଯ  ାଜନ ବା ଅନୟ ବଧିିକ କା  ଷୟବଧିି ୋଏର କରା  ିବ ନାେିଁ I 
20. ରାଜସ୍ୱ ଅଧିକାରୀ, ଯକନାଲ ଅଧିକାରୀ ବା ଯସମାନଙ୍କ ମଧ୍ୟରୁ   ାୋଙ୍କ ଦ୍ୱାରା ବ ିପ୍ରାଧକୃତ ଅନୟ 
ଯକୌଣସ ି ଅଧିକାରୀ ବା ଧାରା 12 ଅନୁସାଯର ବେିତି ପ୍ରାଧିକାରୀଙ୍କର ନମିନଲିଖିତ ବଷିୟଗୁ୍ଡକି 
ସଂକ୍ରାନ୍ତଯର ଯସେ ିସମସ୍ତ କ୍ଷମତା ରେବି,   ାୋ ଏକ ମକେମା ବଚିାର କରବିା ଯବଯଳ ଯେୱାନ ିପ୍ରକି୍ରୟା 
ସଂେତିା 1908 ଅନୁ  ାୟୀ ଏକ ଯେୱାନ ିନୟାୟଳୟ ଉପଯର ନୟସ୍ତ ଯୋଇ  ି  ର୍ା :- 
 (କ) ଯକୌଣସ ିବୟକି୍ତଙ୍କ ଉପସ୍ଥିତକୁି ବାଧ୍ୟ କରବିା ଓ ତାଙୁ୍କ ସଶପର୍ ବା ସତୟନଷି୍ଠ କର ିପରୀକ୍ଷା 
କରବିା, 

 (ଖ୍) ଯକୌଣସ ିେସ୍ତାବଜି ୋଖ୍ଲ କରବିାକୁ ବାଧ୍ୟ କରବିା, 
ଏବଂ ରାଜସ୍ୱ ଅଧିକାରୀ, ଯକନାଲ ଅଧିକାରୀ ବା ଯସମାନଙ୍କ ଦ୍ୱାରା ପ୍ରାଧିକୃତ ଅନୟ ଯକୌଣସ ି

ଅଧିକାରୀଙ୍କ ସମକ୍ଷଯର ଏେ ିଅଧିନୟିମ ଅନୁ  ାୟୀ ଯକୌଣସ ିକା  ଷୟବଧିି, ଭାରତୀୟ େଣ୍ଡ ସଂେତିାର ଧାରା 

ଆଯେଶର 
ଚୂଡାନ୍ତତା I  

ଯେୱାନ ି ନୟାୟାଳୟର 
ଅଧିକାରତିା ପ୍ରତ ି
ପ୍ରତବିଂଧ I  

ୋନରି କ୍ଷତପୂିର୍ତ୍ତ ିI  

 

ବଧିିକ କା  ଷୟବଧିିରୁ 
କ୍ଷତପୂିର୍ତ୍ତ ିI  

 

ବୟକି୍ତ ଇତୟାେଙୁି୍କ 
ସମନ କରବିା ପାଇଁ 
ରାଜସ୍ୱ ଓ ଯକନାଲ 
ଅଧିକାରୀଙ୍କ କ୍ଷମତା I  

 



193 ଓ 228 ର ଅର୍ଷ ଅନୁସାଯର ଏବଂ ଧାରା 196 ଉଯେଶୟଯର ଏକ ନୟାୟିକ କା ଷୟବଧିି ରୂଯପ 
ବଯିବଚତି ଯେବ I 

21.(1)ଏେ ିଅଧିନୟିମର ଉଯେଶୟଗୁ୍ଡକି କା  ଷୟକାରୀ କରବିା ଉଯେଶୟଯର ରାଜୟ ସରକାର, ସରକାରୀ 
ଯଗ୍ଜଟଯର ପ୍ରକାଶନ କର ିନୟିମାବଳୀ ପ୍ରଣୟନ କରପିାରଯିବ I  
 (2) ବଯିଶଷ କର ିଓ ପୂଯବଷାକ୍ତ କ୍ଷମତାଗୁ୍ଡକିର ବୟାପକତା ପ୍ରତ ିପ୍ରତକୂିଳ ପ୍ରଭାବ ନ ପକାଇ, ଉକ୍ତ 

ନୟିମାବଳୀର ନମିନଲିଖିତ ସମସ୍ତ ବା ଯ ଯକୌଣସ ିବଷିୟ ପାଇଁ ବୟବସ୍ଥା କରା ାଇ ପାରବି,  ର୍ା :- 
(କ)ଧାରା 4 ଅନୁ ାୟୀ ଅନୁସୂଚୀ ପ୍ରସୁ୍ତତ କରବିା ନମିଯନ୍ତ ସମୟ ଧା ଷୟ କରବିା ; 
(ଖ୍) ଯକଉଁ ୋମଷଯର ଧାରା 4 ଅନୁ ାୟୀ ଅନୁସୂଚୀ ପ୍ରସୁ୍ତତ କରା ିବ ; 

(ଗ୍) ଧାରା 4 ଅନୁ ାୟୀ ପ୍ରସୁ୍ତତ ଅନୁସୂଚୀ ଓ ଧାରା 6 ଅନୁ ାୟୀ କରା ାଇଥିବା ନୟାୟନରି୍ଣ୍ଷୟର 
ପ୍ରକାଶନ ପଦ୍ଧତ ି; 

(ଘ) ଧାରା 4 ଅନୁ ାୟୀ ଯନାଟସି ଜାର ିକରା ିବା ରୀତ ି; 

(ଙ) ଧାରା 6 ଓ ଧାରା 12 ଅନୁ ାୟୀ ତେନ୍ତ କରବିା ଓ ଧାରା 13 ଅନୁ ାୟୀ କା ଷୟବଧିି 
ସଂଚାଳନ କରବିା ରୀତ ି; 

(ଚ) ଧାରା 6 ଅନୁ ାୟୀ କରା ାଇଥିବା ନୟାୟନରି୍ଣ୍ଷୟର େମଷ ; 

( ) ଧାରା 14 ଅନୁ ାୟୀ ଅପିଲ ସଂପକତି ପ୍ରକି୍ରୟା ଓ ଯସପର ିଅପିଲର େଏସଲା କରବିାର 
କା ଷୟପ୍ରଣାଳୀ ; 

(ଜ) ଧାରା 12 ଅନୁ ାୟୀ କା ଷୟବଧିି ସଂଚାଳନ କରବିା ନମିଯନ୍ତ ପ୍ରାଧିକାରୀ ; ଏବଂ 
(ଝ) ଏେ ି ଅଧିନୟିମ ଅନୁ ାୟୀ ଅନୟ ଯ ଉଁ ବଷିୟ ଆବଶୟକ ଯୋଇପାଯର ବା ବେିତି 

ଯୋଇପାଯର । 
22. ଏେ ି ଅଧିନୟିମର ବୟବସ୍ଥାଗୁ୍ଡକୁି କା ଷୟକାରୀ କରବିାଯର  େ ି ଯକୌଣସ ି ଅସୁବଧିା ଉପୁଯଜ, 
ଯତଯବ ରାଜୟ ସରକାର ଉକ୍ତ ଅସୁବଧିାକୁ େୂର କରବିା ଉଯେଶୟଯର ଆବଶୟକତା ଅନୁ ାୟୀ ତାୋଙୁ୍କ 
ଆବଶୟକ ପ୍ରତୀତ ଯେବା ମଯତ, ଏେ ିଅଧିନୟିମ ବା ତେଧୀନ ପ୍ରଣୀତ ନୟିମାବଳୀ ସେତି ଅସଂଗ୍ତ 
ଯେଉ ନଥିବା ଯ ଯକୌଣସ ିବଷିୟ, ଆଯେଶ ଦ୍ୱାରା କରପିାରଯିବ ।  
 

ଅସୁବଧିା େୂର 
କରିବା କ୍ଷମତା ।  

ନୟିମାବଳୀ 
ପ୍ରଣୟନ କରବିା 
କ୍ଷମତା I 

 


Open official source version ↗

About this act

Jurisdiction
Odisha
Enactment date
1956-02-15
Sections available
Document reader
Source and version

India Code, Government of India. Text fetched 15 Oct 2026. Source metadata reports last modification: 2024-08-02. Check the linked official text and subsequent notifications when applying a provision.

Share this act

THE ODISHA BETTERMENT CHARGES ACT, 1955 — Odia script | NYAYA SIGNAL

Share the card with this clickable reading link. पढ़ें और अगली धारा देखें।

NYAYA SIGNAL · Free access · Official source references

· Saves and reading positions stay on this device.