Odia script — official source version
ଓଡିଶା_ହୋମିଓପାଥିକ_ଅଧିନିୟମ_1995.pdf.txt
ଓଡ଼ିଶା ଅଧିନ଼ିୟମ 1996 ର 4 ଓଡ଼ିଶା ହ ାମ଼ିଓପାଥିକ ଚ଼ିକ଼ିତ୍ସାଗତ ଅଧ୍ୟାପନା ହେବା (ଅଧ୍ୟାପକଙ୍କ ନ଼ିଯୁକ୍ତ଼ିର ବ଼ିଧିମାନୟକରଣ) ଅଧିନ଼ିୟମ, 1995 । (ତା11 ଜାନୁୟାରୀ 1996ହର ରାଜୟପାଳଙ୍କ ଦ୍ୱାରା େମ୍ମତ଼ିପ୍ରାପ୍ତ, ଓଡ଼ିଶା ହଗହଜଟର ଏକ ଅୋଧାରଣ େଂସ୍କରଣହର ତା 12 ହେବୃୟାରୀ, 1996ହର ପ୍ରଥହମ ପ୍ରକାଶ଼ିତ) ଡକଟର ଅଭ଼ିନ୍ନ ଚନ଼୍ଦ୍ର ହ ାମ଼ିଓପାଥିକ ଚ଼ିକ଼ିତ୍ସା ମ ାବ଼ିଦ୍ୟାଳୟ ଓ ଚ଼ିକ଼ିତ୍ସାଳୟ, ଭୁବହନଶ୍ୱରହର ଅଧ୍ୟାପକଙ୍କ ନ଼ିଯୁକ୍ତ଼ିକୁ ବ଼ିଧିମାନୟ କର଼ିବା ନ଼ିମହେ ଏକ ଅଧିନ଼ିୟମ। ଭାରତ ଗଣରାଜୟର ଛୟାଳ଼ିଶତମ ବର୍ଷହର ଓଡ଼ିଶା ରାଜୟର ବ଼ିଧାନମଣ୍ଡଳ ଦ୍ୱାରା ନ଼ିମନମହତ ଅଧିନ଼ିୟମ଼ିତ ହ ଉ – 1. (1) ଏ ଼ି ଅଧିନ଼ିୟମ, ଓଡ଼ିଶା ହ ାମ଼ିଓପାଥିକ ଚ଼ିକ଼ିତ୍ସାଗତ ଅଧ୍ୟାପନା ହେବା (ଅଧ୍ୟାପକଙ୍କ ନ଼ିଯୁକ୍ତ଼ିର ବ଼ିଧିମାନୟକରଣ) ଅଧିନ଼ିୟମ, 1995 ନାମହର ଅଭ଼ି ଼ିତ ହ ବ। (2) ଏ ା ତୁରେ ବଳବତ୍ତର ହ ବ। 2. ପ୍ରେଙ୍ଗ ଅନୟଥା ଆବଶୟକ କରୁନଥିହେ ଏ ଼ି ଅଧିନ଼ିୟମହର, - (କ) “ଅଧ୍ୟାପକ” ଅଥଷ ହେବାହର ନ଼ିଯୁକ୍ତ ଅଧ୍ୟାପକ; (ଖ) “ନ଼ିୟୁକ୍ତ଼ିେଂଗ୍ର ନ଼ିୟମାବଳୀ” ଅଥଷ ଓଡ଼ିଶା େରକାରଙ୍କ ସ୍ୱାସ୍ଥ୍ୟ ଓ ପର଼ିବାର କେୟାଣ ବ଼ିଭାଗ ଅଧିେୂଚ଼ନା େଂ 17488–HVI-Med-vs 2/81-H ହର ତା19 ମଇ, 1981ହର ପ୍ରକାଶ଼ିତ ହ ାଇ େମୟକୁ େମୟ େଂହଶାଧିତ ହ ବା ପ୍ରକାହର ଓଡ଼ିଶା ହ ାମ଼ିଓପାଥିକ ଚ଼ିକ଼ିତ୍ସାଗତ ଅଧ୍ୟାପନା ହେବା (ନ଼ିଯୁକ୍ତ଼ି େଂଗ୍ର ପଦ୍ଧତ଼ି ଓ ହେବାର େତ୍ତଷାବଳୀ) ନ଼ିୟମାବଳୀ, 1980 ; (ଗ) “ହେବା” ଅଥଷ ନ଼ିଯୁକ୍ତ଼ିେଂଗ୍ର ନ଼ିୟମାବଳୀହର ବ଼ିନ଼ିର୍ଦ୍ଦଷି୍ଟ ହ ବା ମହତ ହେପର଼ି ହେବା; ଓ (ଘ) “ବର୍ଷ” ଅଥଷ ପଞ୍ଜ଼ି ବର୍ଷ । 3. (1) ନ଼ିଯୁକ୍ତ଼ିେଂଗ୍ର ନ଼ିୟମାବଳୀହର ଯା ାକ଼ିଛ ଼ି ଥିବା େହେ, ଡଃ ବ଼ିଷୁ୍ଣ ଚରଣ ୋ ୁ ନ଼ିଯୁକ୍ତ଼ି େଂଗ୍ର ନ଼ିୟମାବଳୀର ନ଼ିୟମ 2ର ଖଣ୍ଡ (ଛ)ହର େଜ୍ଞା କରାଯାଇଥିବା ପ୍ରକାହର ବର଼ିଷ୍ଠ ଅଧ୍ୟାପନା ପଦ୍ବୀ କୟାଡରହର ଜହଣ ଅଧ୍ୟାପକ ରୂହପ ବ଼ିଧିମାନୟଭାହବ ଓ ନ଼ିୟମ଼ିତ ରୂହପ ତା 11-06-1986 ଠାରୁ ପ୍ରଭାବୀ ହ ାଇ ନ଼ିଯୁକ୍ତ଼ି ହ ାଇଛେ଼ି ହବାେ଼ି ବ଼ିହବଚ଼ିତ ହ ବ ଏବଂ ଉକ୍ତ ନ଼ିଯୁକ୍ତ଼ି, ନ଼ିଯୁକ୍ତ଼ିେଂଗ୍ର ନ଼ିୟମାବଳୀହର ଉଲ୍ଲ଼ିଖିତ ପ୍ରକ୍ର଼ିୟା ଅନୁୋହର ନ ହ ାଇ ଅନୟଥା ହ ାଇଅଛ଼ି ହବାେ଼ି ହକବଳ ମାତ୍ର କାରଣରୁ ହକୌଣେ଼ି ନୟାୟାଳୟହର ଆପତ୍ତ଼ି କରାଯ଼ିବ ନା ିଁ। (2) ଅଧ୍ୟାପକ କୟାଡରହର ତାଙ୍କର ପାରସ୍ପର଼ିକ ବର଼ିଷ୍ଠତା ତା 11-06-1986 ଠାରୁ ପ୍ରଭାବୀ ହ ାଇ ସ୍ଥ଼୍ିର କରାଯ଼ିବ। େଂକ୍ଷ଼ିପ୍ତ ନାମ ଓ ପ୍ରାରମ୍ଭ । େଂଜ୍ଞା । ବ଼ିଧିମାନୟକରଣ ।Open official source version ↗
About this act
- Jurisdiction
- Odisha
- Enactment date
- 1996-02-12
- Sections available
- Document reader
India Code, Government of India. Text fetched 11 Oct 2026. Source metadata reports last modification: 2024-08-02. Check the linked official text and subsequent notifications when applying a provision.